Welcome to Red Hat Documentation


Red Hat Documentation provides manuals, references and guides to the following Products:
Red Hat Enterprise Linux
Red Hat Enterprise Linux ପୃଥିବୀର ପ୍ରମୁଖ ମୁକ୍ତ ଶୁଳ୍କ ପ୍ରଚାଳନ ତନ୍ତ୍ର ଏବଂ ପ୍ରୟୋଗ ନିୟଜନ ପ୍ଲାଟଫର୍ମ ଅଟେ।
ଗୋଟିଏ ପ୍ରମାଣପତ୍ର ପ୍ରାପ୍ତ, ପ୍ଲାଟଫର୍ମ, Red Hat ଏଣ୍ଟରପ୍ରାଇଜ ଲିନକ୍ସ ଦେଉଥିବା ବିନ୍ୟାସ:
  • — ପ୍ରୟୋଗ ଗୁଡିକ, ହଜାର ହଜାର ପ୍ରମାଣ ପତ୍ର ପ୍ରାପ୍ତ ISV ପ୍ରୟୋଗ ଗୁଡିକ।
  • ନିୟୋଜନ ବିକଳ୍ପଗୁଡିକ — ସ୍ୱାଶ୍ରୟୀ କିମ୍ୱା ଆଭାସୀ ସର୍ଭର ଗୁଡିକୁ, କ୍ଲାଉଡ ସଂଗଣନ, କିମ୍ୱା ସଫ୍ଟୱେର ଉପକରଣ ଗୁଡିକୁ ଅନ୍ତର୍ଭୁକ୍ତ କରି।
  • ହାର୍ଡୱେର ଚୟନଗୁଡିକ — ପୃଥିବୀର ପ୍ରମୁଖ ହାର୍ଡୱେର ବିକ୍ରେତା ମାନଙ୍କ ମଧ୍ଯରୁ ଗୋଟିଏ ପ୍ରଶସ୍ତ ସୀମାବିଶିଷ୍ଟ ପ୍ଲାଟଫର୍ମ ଗୁଡିକୁ।
Red Hat ତଥ୍ୟ ସଂଗ୍ରହ ସ୍ଥାପନ କ୍ରିୟା ପାଇଁ ମାର୍ଗନିର୍ଦ୍ଦେଶ କରିଥାଏ, Red Hat Enterprise Linux କୁ ନିୟୋଜନ କରିବା ଏବଂ ଚଲାଇ ରଖିବାକୁ ମାର୍ଗନିର୍ଦ୍ଦେଶ କରିଥାଏ ଏବଂ ସମୂହ ପ୍ରଶାସନକୁ ବୁଝାଉଥିବା ସଂକ୍ଷିପ୍ତ ପୁସ୍ତକ ପ୍ରଦାନ କରିଥାଏ; Red Hat ବିଶ୍ୱ ବିବରଣୀୟ ଫାଇଲ ତନ୍ତ୍ର; Red Hat ଆଭାସୀକରଣ; କାର୍ଯ୍ୟକ୍ଷମତା ଐକ୍ୟତାନ; ଏବଂ ତ୍ରୁଟି ସହିଷ୍ଣୁ ମଲଟିପାଥ I/O।
JBoss ଏଣ୍ଟରପ୍ରାଇଜ ଏପ୍ଲିକେସନ ପ୍ଲାଟଫର୍ମ
ନିୟୋଜନ କରିବା ଏବଂ Java ର ପ୍ରୟୋଗ ଏବଂ ସେବାକୁ ଆଶ୍ରୟଦ କରିବା ପାଇଁ JBoss ଏଣ୍ଟରପ୍ରାଇଜ ଏପ୍ଲିକେସନ ପ୍ଲାଟଫର୍ମ ଟି Red Hat's ଏଣ୍ଟରପ୍ରାଇଜ-ରେଡି, ମୁକ୍ତ ଶୁଳ୍କ ସାଧନ ଅଟେ। ଗୋଟିଏ ସମୂହ Java EE ପ୍ରୟୋଗ ସେବକ ବସ୍ତୁ/ସମ୍ପର୍କିୟ ମ୍ୟାପିଙ୍ଗ ଏବଂ ଦୃଢତାର(JBoss ହାଇବରନେଟ) ଏବଂ ଗୋଟିଏ ସମ୍ପୂର୍ଣ୍ଣ ପ୍ରୟୋଗ ଢାଞ୍ଚା(JBoss ସିମ) ସହିତ JBoss ଏଣ୍ଟରପ୍ରାଇଜ ଏପ୍ଲିକେସନ ପ୍ଲାଟଫର୍ମକୁ ସଂଯୁକ୍ତ କରେ।
Red Hat ତଥ୍ୟ ସଂଗ୍ରହ ହାଇବରନେଟ ଏବଂ ସିମ ପ୍ରେରକ, ସ୍ଥାପନ ଏବଂ ସର୍ଭର ବିନ୍ୟାସ ମାର୍ଗ ନିର୍ଦ୍ଦେଶକ, JBoss ମେସେଜିଙ୍ଗ ଏବଂ ବସ୍ତୁ ପରିଚାଳକ ଏବଂ ହାଇବରନେଟ ଟିପ୍ପଣୀ ପାଇଁ ଗୋଟିଏ ସମ୍ପୂର୍ଣ୍ଣ ପ୍ରେରକ ଅନ୍ତର୍ଭୁକ୍ତ JBoss ସାଧନ ଉପରେ ଆଧାରିତ ଗୋଟିଏ ସମ୍ପୂର୍ଣ୍ଣ ଜୋଡାର ପୁସ୍ତକ ପ୍ରଦାନ କରିଥାଏ।
JBoss ଏଣ୍ଟରପ୍ରାଇଜ ସର୍ଭିସ-ଅରିଏଣ୍ଟେଡ ଆରକିଟେକଚର (SOA) ପ୍ଲାଟଫର୍ମ
JBoss ଏଣ୍ଟରପ୍ରାଇଜ SOA ପ୍ଲାଟଫର୍ମ JBoss ଏଣ୍ଟରପ୍ରାଇଜ ଏପ୍ଲିକେସନ ପ୍ଲାଟଫର୍ମ କୁ JBoss ଏଣ୍ଟରପ୍ରାଇଜ ସର୍ଭିସ ବସ (ESB) ସହିତ ସଂଯୋଗ କରିଥାଏ, JBoss ନିୟମ ଗୁଡିକ (ଗୋଟିଏ ମୁକ୍ତ ସଂକେତ ଏବଂ ମାନକ-ବିଶିଷ୍ଟ ବ୍ୟାପାର ନିୟମ ଯନ୍ତ୍ର) ଏବଂ JBPM (JBoss ଏଣ୍ଟରପ୍ରାଇଜ ଫ୍ରେମୱର୍କ) ଗୋଟିଏ ସମ୍ପୂର୍ଣ୍ଣ, ସରଳ ଏବଂ ମୁକ୍ତ ବ୍ୟାପାର ସ୍ୱୟଂଚାଳନ ପ୍ଲାଟଫର୍ମ ଦେବାକୁ।
JBoss ଏଣ୍ଟରପ୍ରାଇଜ SOA ପ୍ଲାଟଫର୍ମ ତଥ୍ୟସଂଗ୍ରହ ସମୁହ ଗୋଟିଏ JBoss ନିୟମ ଗୁଡିକର ସଂକ୍ଷିପ୍ତ ପୁସ୍ତିକା, JBPM ପାଇଁ ଗୋଟିଏ ଚାଳକ ମାର୍ଗଦର୍ଶକ ସଂକ୍ଷିପ୍ତ ପୁସ୍ତିକା, ESB ନିୟନ୍ତ୍ରଣ କରିବା ଏବଂ କ୍ରମାଦେଶନ କରିବାର ସଂକ୍ଷିପ୍ତ ପୁସ୍ତିକା, JBPM ଏବଂ ESB ପ୍ରଶାସନକୁ ଅନ୍ତର୍ଭୁକ୍ତ କରିଥାଏ।
Red Hat ପ୍ରମାଣପତ୍ର ପଦ୍ଧତି
Red Hat ପ୍ରମାଣପତ୍ର ପଦ୍ଧତି ଟି ଗୋଟିଏ ମୁକ୍ତଶୁଳ୍କ, ଅସଲି ଦୁନିଆ କଠିନକୃତ, ପ୍ରମାଣପତ୍ର ପ୍ରାଧିକାରୀ ଅଟେ। ଏହା ପ୍ରମାଣପତ୍ର ସମୟଚକ୍ର ପରିଚାଳନାର ସମସ୍ତ ଆଧାର, କୁଞ୍ଜି ଅଭିଲିଖିତ ସମ୍ପୃକ୍ତ, ଅନଲାଇନ ସାର୍ଟିଫିକେଟ ସ୍ଟାଟାସ ପ୍ରଟକଲ(OCSP) ଏବଂ ସ୍ମାର୍ଟକାର୍ଡ ପରିଚାଳନା କୁ ସମର୍ଥନ ଦେଇଥାଏ
Red Hat ତଥ୍ୟ ସଂଗ୍ରହ ସମ୍ପୂର୍ଣ୍ଣ ତନ୍ତ୍ରର ସ୍ଥାପନ କ୍ରିୟା, ନିୟୋଜନ, OCSP, ପଞ୍ଜିକରଣ, ପ୍ରାଧିକରଣ, ପ୍ରତିକ ବ୍ୟବସ୍ତା, ସ୍ମାର୍ଟକାର୍ଡ ନିୟୋଜନ ଏବଂ ପରିଚାଳନା, ପ୍ରମାଣପତ୍ର ଏବଂ ପ୍ରତିକ ପରିଚାଳନା, ପ୍ରମାଣପତ୍ର ଖଣ୍ଡନ ଏବଂ ପ୍ରମାଣପତ୍ର ତନ୍ତ୍ର ପୂର୍ବାଧିକାରୀ: ନେଟସ୍କେପ ପ୍ରମାଣପତ୍ର ପରିଚାଳନା ତନ୍ତ୍ର ରୁ ପ୍ରବାସନ ପାଇଁ ଗୋଟିଏ ପରିଚାଳକ ମାର୍ଗନିର୍ଦ୍ଦେଶକ ପ୍ରଦାନ କରିଥାଏ।
ଏହି ପରିଚାଳକ ' ମାର୍ଗନିର୍ଦ୍ଦେଶକ ସମ୍ପୂର୍ଣ୍ଣ ପ୍ରବେଶ ନିୟନ୍ତ୍ରଣ ସୂଚୀ(ACL) କୁ ମଧ୍ଯ ଅନ୍ତର୍ଭୁକ୍ତ କରିଥାଏ, ଯାହାକି ସମସ୍ତ ଉପତନ୍ତ୍ର ପାଇଁ ପ୍ରତ୍ୟେକ ACL ସଂସାଧନ କୁ ବ୍ୟାଖ୍ୟା ଏବଂ ବିଶ୍ଳେଷଣ କରିଥାଏ, ଏହି ପ୍ରୟୋଗ ପାଇଁ ପ୍ରତ୍ୟେକ ସଂସାଧନ କଣ ନିୟନ୍ତ୍ରଣ କରିଥାଏ ଏବଂ ସମ୍ଭାବ୍ୟ ପ୍ରୟୋଗ ଏବଂ ଫଳାଫଳ ଗୁଡିକ କିପରି ସୂଚୀକୃତ କରିଥାଏ ତାହାକୁ ଦୃଷ୍ଟି ଦେଇଥାଏ।
Red Hat ଡିରେକ୍ଟରି ସର୍ଭର
Red Hat ଡିରେକ୍ଟରି ସର୍ଭର ଟି ଗୋଟିଏ LDAP ଆଧାରିତ ସର୍ଭର ଯାହା ପ୍ରୟୋଗ ସଜ୍ଜା, ସମୁଦାୟ ତଥ୍ୟ, ନିତି,ଏବଂ ପ୍ରବେଶ ନିୟନ୍ତ୍ରଣ ସୂଚନା ଗୁଡିକୁ କେନ୍ଦ୍ରୀଭୂତ କରିଥାଏ। ଗୋଟିଏ ପରିଚୟ ପରିଚାଳନା ସଂରଚନା ପାଇଁ କେନ୍ଦ୍ରିୟ ରିପଜିଟରି ଗଠନ କରି, Red Hat ଡିରେକ୍ଟରି ସର୍ଭର ଚାଳକ ପରିଚାଳନାକୁ ସହଜମୟ କରିଥାଏ, ତଥ୍ୟ ଅଧିକତାକୁ ଦୂର କରି ଏବଂ ତଥ୍ୟ ଅନୁରକ୍ଷଣକୁ ସ୍ୱୟଂଚାଳିତ କରିଥାଏ। Red Hat ଡିରେକ୍ଟରି ସର୍ଭର ଉଭୟ ଇନ୍ଟ୍ରାନେଟ ଏବଂ ଏକ୍ସଟ୍ରାନେଟ ପ୍ରୟୋଗ ଗୁଡିକ ପାଇଁ ଗୋଟିଏ ଏକୈକ ପ୍ରମାଣିକରଣ ସୂତ୍ର ନିର୍ମାଣ କରିଥାଏ, ପ୍ରଚାଳନ ତନ୍ତ୍ର-ସ୍ୱତନ୍ତ୍ର ନେଟୱର୍କ ଆଧାରିତ ରେଜିସ୍ଟ୍ରୀ ନିତି ଏବଂ ପ୍ରବେଶ ନିୟନ୍ତ୍ରଣ ସୂଚନାକୁ ଏକତ୍ରିତ କରି ସୁରକ୍ଷାକୁ ଉନ୍ନତତର କରିଥାଏ।
Red Hat ତଥ୍ୟ ସଂଗ୍ରହ ସ୍ଥାପନ ପାଇଁବିନ୍ୟାସ ମାର୍ଗ ନିର ପ୍ରଦାନ କରିଥାଏ ଏବଂ ନିୟୋଜନ, ପ୍ରଶାସନ ଏବଂ ଡିରାକ୍ଟରି ସର୍ଭରକୁ ସଂଗେ ସଂଗେ ସମ୍ପୂର୍ଣ୍ଣ ନିର୍ଦ୍ଦେଶ ଏବଂ ରୁପରେଖା ପ୍ରେରଣାକ ରୁଚି ଅନୁଯାୟୀ ନିର୍ମାଣ କରିଥାଏ।
Red Hat Enterprise MRG
Red Hat ଏଣ୍ଟରପ୍ରାଇଜ MRG ବାସ୍ତବିକ ଟି ଗୋଟିଏ ପ୍ୟାକେଜ ଗୁଡିକର ସଂଗ୍ରହ ଯାହାକି Red Hat Enterprise Linux (ଗୋଟିଏ ବାସ୍ତବିକ କର୍ଣ୍ଣଲ ଏବଂ ବାସ୍ତବିକ କାର୍ଯ୍ୟକ୍ଷମତାକୁ ଐକ୍ୟତାନ ଏବଂ ବିନ୍ୟାସ କରିବା ପାଇଁ ଗୋଟିଏ ଉପକରଣ ମାନଙ୍କ ସଂଗ୍ରହ କୁ ଅନ୍ତର୍ଭୁକ୍ତ କରି) ର ମାନକ ଉପକରଣ ଗୁଡିକୁ ସଂଯୋଗ କରିଥାଏ ଅଥବା ସ୍ଥାନାନ୍ତରିତ କରିଥାଏ। Red Hat Enterprise Linux ଏବଂ Red Hat Enterprise MRG ର ସମିଶ୍ରଣ ଭରସାଯୋଗ୍ୟ, ମାନକ ସମାଧାନ ଅପେକ୍ଷା ୧୦୦ ଗୁଣା ଦ୍ରୁତ ଇନଟରଅପରେବଲ ମେସେଜିଙ୍ଗ ପ୍ରଦାନ କରିଥାଏ। ସେହିପରି, MRG ବଣ୍ଟିତ କମ୍ପ୍ୟୁଟିଙ୍ଗ ଗ୍ରିଡ ମଧ୍ଯରେ ବୃହତ କମ୍ପ୍ୟୁଟିଙ୍ଗ ଟାସ୍କ ବଣ୍ଟନ କରିବା ପାଇଁ ସୂଚୀପତ୍ର ପ୍ରଦାନ କରିଥାଏ।
Red Hat ତଥ୍ୟ ସଂଗ୍ରହ ସ୍ଥାପନ ଏବଂ ନିୟୋଜନ ପାଇଁ ମାର୍ଗନିର୍ଦ୍ଦେଶ କରିଥାଏ ଏବଂ MRG କୁ ନିୟୋଜନ କରିଥାଏ, ଗୋଟିଏ ସଂଦେଶ ଜନିତ ଶିକ୍ଷକ, MRG ଗ୍ରିଡ ଉପାଦାନ କୁ ନିୟୋଜନ କରିବାପାଇଁ ଗୋଟିଏ ମାର୍ଗନିର୍ଦ୍ଦେଶକ ଏବଂ MRG ବାସ୍ତବିକ କର୍ଣ୍ଣଲକୁ ଐକ୍ୟତାନ କରିବା ପାଇଁ ଗୋଟିଏ ମାର୍ଗନିର୍ଦ୍ଦେଶକ ପ୍ରଦାନ କରିଥାଏ।
Red Hat ନେଟୱର୍କ ସାଟେଲାଇଟ
Red Hat ନେଟୱର୍କ ସାଟେଲାଇଟ ଟି ଗୋଟିଏ Linux ତନ୍ତ୍ର ପରିଚାଳିତ ସର୍ଭର ଯିଏକି ଆପଣଙ୍କୁ ଆପଣଙ୍କ ନିଜ ସଂରଚନାରେ ଗୋଟିଏ ସମ୍ପୂର୍ଣ୍ଣ, ସୁରକ୍ଷିତ Linux ନିୟୋଜନ ଏବଂ ପରିଚାଳନ ତନ୍ତ୍ରର ଅନୁମତି ଦେଇଥାଏ। କେବଳ ସାଟେଲାଇଟ ସର୍ଭର ହିଁ Red Hat ନେଟୱର୍କ ସହିତ ସଂଯୁକ୍ତ ହୋଇଥାଏ, ପରିଚାଳିତ ତନ୍ତ୍ରରେ(ଆଭାସୀକୃତ ତନ୍ତ୍ରକୁ ଅନ୍ତର୍ଭୁକ୍ତ କରି) ନିୟନ୍ତ୍ରଣକୁ ଅଦ୍ୟତନ କରି ଏହାକୁ ସମ୍ଭବ କରିଥାଏ। ପ୍ରଭିଜନିଙ୍ଗ ଏକକାଂଶ କୁ ସଂଯୋଗ କର ଏବଂ 's ଖୋଲା ଧାତୁ ତନ୍ତ୍ରକୁ ଆପଣଙ୍କ ନେଟୱର୍କ ସହିତ ସଂଯୋଗ କରି , ଆପଣଙ୍କ ତନ୍ତ୍ରକୁ ପବ୍ଲିକ ଇନ୍ଟରନେଟ ରେ ନ ରଖି ମଧ୍ଯ ନିୟୋଜନ କରନ୍ତୁ।
ନେଟୱର୍କ ସାଟେଲାଇଟ ପାଇଁ Red Hat ତଥ୍ୟ ସଂଗ୍ରହ ସ୍ଥାପନ, ନିୟୋଜନ ପାଇଁ ମାର୍ଗନିର୍ଦ୍ଦେଶକ, ଗ୍ରାହକ ବିନ୍ୟାସ ଏବଂ ଚ୍ୟାନେଲ ପରିଚାଳନା ଅନ୍ତର୍ଭୁକ୍ତ ଅଟେ। ସେହିପରି ନେଟୱର୍କ ସାଟେଲାଇଟ ସର୍ଭର ପାଇଁ ଗୋଟିଏ ସମ୍ପୂର୍ଣ୍ଣ ଅନୁସରଣୀୟ ମାର୍ଗନିର୍ଦ୍ଦେଶକ ରହିଅଛି।